Browsing Tag

26 new corona positive

ଆଜି ୨୬ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଉ ୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ ଛୁଇଁଛି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧୯ଜଣ ଗଞ୍ଜାମ, କେନ୍ଦ୍ରାପଡାରେ ୫ ଓ ଭଦ୍ରକର ଦୁଇଜଣ ଅଛନ୍ତି । ଏମାନେ ସମସ୍ତେ କୋଲକାତା ଓ ସୁରତ ଫେରନ୍ତା…