Browsing Tag

25 injured as speeding truck rams into bus on Gorakhpur-Kushinagar highway

ବସ୍‌କୁ ଧକ୍କା ଦେଲା ଟ୍ରକ୍, ୬ଜଣ

ଭୟଙ୍କର ଦୁର୍ଘଟଣା। ରାସ୍ତାକଡ଼ରେ ଠିଆ ହୋଇଥିବା ବସ୍‌କୁ ଦ୍ରୁତ ଗତିରେ ଆସି ଧକ୍କା ଦେଲା ଟ୍ରକ୍। ଫଳରେ ଘଟଣାସ୍ଥଳରେ ହିଁ ଆଖି ବୁଜିଲେ ୬ ଜଣ। ଏଥିସହ ଏକାଧିକ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ଦୁର୍ଘଟଣା। ଉତ୍ତରପ୍ରଦେଶର ଗୋରଖପୁର-କୁଶିନଗର ଜାତୀୟ ରାଜପଥରେ…