ଭାରତରେ ପୁଣି ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୫କୁ ଛୁଇଁଲା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତରେ ପୁଣି ମୁଣ୍ଡ ନେଲା କରୋନା । ଜାମ୍ମୁକାଶ୍ମୀର ଓ ଗୁଜୁରାଟରେ କରୋନା ଆକ୍ରନ୍ତଙ୍କ ମୃତ୍ୟୁ ଘଟିଛି । ଏବେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ଛୁଇଁଲା ୨୫ ।
ଏହା ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।
ସୂଚନା…