ପୌର ଓ ପଂଚାୟତ ନିର୍ବାଚନକୁ ଆଖିରେ ରଖି ମିଛର ହୋଲସେଲ ବଜାର ଖୋଲିଛନ୍ତି ନବୀନ : କଂଗ୍ରେସ
ଭୁବନେଶ୍ୱର - ଆଗକୁ ପଂଚାୟତ ଓ ପୌରପାଳିକା ନିର୍ବାଚନ ଏବଂ ଠିକ୍ ତା ପୂର୍ବରୁ ନବୀନ ବାବୁଙ୍କ ସରକାର ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରକଳ୍ପ ଓ ଯୋଜନା ଘୋଷଣାର ରାଜନୀତି । ବିକାଶର ମରିଚିକା ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଛି ଘୋଷଣାର ପ୍ରସ୍ତୁତିପର୍ବ । ଆଜି ପ୍ରଦେଶ କଂଗ୍ରେସ…