ବରଫପାତରେ ଫସିଲା ଏକାଧିକ କାର, ୨୧ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶନିବାର ପାକିସ୍ତାନର ମୁରୀ ହିଲ୍ ରିସୋର୍ଟରେ ଏକ ଅଭାବନୀୟ ଘଟଣା ଘଟିଛି । ୪ ଫୁଟର ବରଫ ପଡ଼ି କାର ଫସିଯିବା ପରେ ଏଥିରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଏକାଧିକ ଲୋକ ହାଇପୋଥର୍ମିଆରେ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ଇସଲାମାବାଦର ଜଣେ…