Browsing Tag

2020-21

କରୋନା ପାଇଁ ଏକ ବର୍ଷର ବିଧାୟକ ପାଣ୍ଠି ଦାନ କଲେ ବବି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ଭାଇରସ ଦିନକୁ ଦିନ ନିଜ ଅଦୃଶ୍ୟ କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଆମ ରାଜ୍ୟ ସବୁଠୁ ଘଡିଶନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ମୁଖ୍ୟମନ୍ତ୍ରୀ କରୋନା ଭାଇରସ ର ପ୍ରଭାବ କମ କରିବାକୁ ବିଭିନ୍ନ ପଦକ୍ଷପ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ନିଜର ତିନି…