ବାୟୁ ପ୍ରଦୂଷଣରେ ୬୬ ଲକ୍ଷ ଲୋକଙ୍କ ଅକାଳ ମୃତ୍ୟୁ
ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ୨୦୧୯ରେ ବାୟୁ ପ୍ରଦୂଷଣ ଯୋଗୁଁ ବିଶ୍ୱରେ ୬୬ ଲକ୍ଷ ଲୋକଙ୍କର ଅକାଳ ମୃତ୍ୟୁ ଘଟିଛି ବୋଲି ଲାନ୍ସେନ୍ ପ୍ଲାନେଟୋରି ହେଲ୍ଥ ସଂଗଠନ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ଏଥିମଧ୍ୟରୁ ଭାରତରେ କେବଳ ୧୬.୭୦ ଲକ୍ଷ ଲୋକଙ୍କର ପ୍ରାଣହାନି…