୨ଜଣ SP ଓ ଜଣେ DCPଙ୍କୁ ଦାୟିତ୍ବ ଦେଲେ ECI
୨ଜଣ SP ଓ ଜଣେ DCPଙ୍କୁ ନୂଆ ଦାୟିତ୍ବ ନେଇ ECIଙ୍କ ଅନୁମତି। ବ୍ରିଜେଶ କୁମାର ରାୟ ହେଲେ ରାଉରକେଲା SP। କଟକର ନୂଆ DCP ହେଲେ ଆର ପ୍ରକାଶ। ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି କଲେ ECI।
ରାଜ୍ୟରେ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ୮ ପ୍ରଶାସନିକ ଅଧିକାରୀଙ୍କୁ…