ଜୁନ ୨୮ରେ +୨ ଇନ୍ଷ୍ଟାଣ୍ଟ ପରୀକ୍ଷା, ଜୁଲାଇ ୧୫ରେ ଫଳ ପ୍ରକାଶ
ଚଳିତବର୍ଷ +୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ ଯେଉଁ ଛାତ୍ରଛାତ୍ରୀ ଏଗ୍ରିଗେଟ୍ ମାର୍କ ରଖି ସମସ୍ତ ବିଷୟରେ ପାସ୍ ହୋଇ କେବଳ ଗୋଟିଏ ବିଷୟରେ ଫେଲ୍ ହୋଇଥିବା ପିଲାମାନେ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେବେ । ତେବେ ଏହି ପରୀକ୍ଷା ଲାଗି ପ୍ରଥମ ପର୍ଯ୍ୟାୟ ଫର୍ମପୂରଣ ଜୁନ୧ରୁ…