Browsing Tag

+2 council

ଆସନ୍ତା ୩ତାରିଖରେ ପ୍ରକାଶ ପାଇବ + ୨ବିଜ୍ଞାନ ପରୀକ୍ଷା ଫଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୩ତାରିଖ ଦିନ ୧୨ଟା ରେ ପ୍ରକାଶ ପାଇବ + ୨ବିଜ୍ଞାନ ପରୀକ୍ଷା ଫଳ । ଏହା ଭୁବନେଶ୍ୱରର ଗୀତ ଗୋବିନ୍ଦ ଭବନରେ ପ୍ରକାଶ ପାଇବ । ଯୁକ୍ତ ୨ବିଜ୍ଞାନ ପରୀକ୍ଷା ଫଳ www.orissaresults.nic.in ଓ www.chseodisha.nic.in ୱେବସାଇଟରେ ଦିନ ୧୨ଟା ଠାରୁ ଉପଲବ୍ଧ ହେବ…