ଓଡ଼ିଶା ଟୁଡେ’ର ୧୮ତମ ବାର୍ଷିକ ଉତ୍ସବ ସମାଜ ପରିବର୍ତ୍ତନରେ ସାମ୍ବାଦିକଙ୍କ ଭୂମିକା ଗୁରତ୍ୱପୂର୍ଣ୍ଣ
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତୃଣମୂଳସ୍ତରରେ ଘଟୁଥିବା ବିଭିନ୍ନ ସମସ୍ୟା ଓ ଅବହେଳିତ ଲୋକଙ୍କ ଖବରକୁ ସମ୍ବାଦର ମୁଖ୍ୟସ୍ରୋତରେ ସ୍ଥାନ ଦେଇ ତାର ସମାଧାନ କରିପାରିଲେ ସାମ୍ବାଦିକତାର ଗୁରୁଦାୟିତ୍ୱ ବହନ କଲା ବୋଲି କହିପାରିବା । କାରଣ ସମାଜ ପରିବର୍ତ୍ତନରେ ସାମ୍ବାଦିକମାନଙ୍କ-ଭୂମିକା…