ଟୋକିଓ ଅଲିମ୍ପିକ୍ସ : ୧୬ ଜଣ ହେଲେ କରୋନା ସଂକ୍ରମିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୋଟେପଟେ କରୋନା କାରଣରୁ ବିଶ୍ୱର ବିଭିନ୍ନ ଗତିବିଧି ବନ୍ଦ ହୋଇଯାଇଥିବା ବେଳେ ୨୦୨୧ ଟୋକିଓ ଅଲିମ୍ପିକ୍ସରେ ବି କରୋନା କାୟା ବିସ୍ତାର କରୁଥିବା ଦେଖିବାକୁ ମିଳିଛି । ସୋମବାର ଦିନ ପୁଣି ୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା କୁହାଯାଇଛି । ପୂର୍ବରୁ କିଛି କୋଚ କରୋନା…