ରାଜଧାନୀକୁ ଡେଙ୍ଗୁ ଭୟ: ଆସିଲା ପ୍ରଥମ ମୃତ୍ୟୁ ଘଟଣା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀକୁ ଡେଙ୍ଗୁ ଭୟ। କୋଭିଡ୍ ଭୟ ନ ଯାଉଣୁ ଭୁବନେଶ୍ୱରରେ ଧସେଇ ପଶିଛି ଡେଙ୍ଗୁ। ଡେଙ୍ଗୁରେ ଆକ୍ରାନ୍ତ ହୋଇ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର ଅଞ୍ଚଳର ଜଣେ ୧୫ ବର୍ଷୀୟ ନାବାଳିକା ମଧୁସ୍ମିତା ଦାଶ ଆଖି ବୁଜିଛନ୍ତି। ଦୁଇ…