୪୦ ଘଣ୍ଟାର ଅପରେଶନ, ଏବେ ବି ଝୁଲୁଛି ୧୫ ଜୀବନ
ରାଞ୍ଚି : ଝାଡ଼ଖଣ୍ଡର ଦେଓଘରରେ ହୋଇଥିବା ‘ରୋପ-ୱେ’ ଦୁର୍ଘଟଣାର ପାଖାପାଖି ୪୦ ଘଣ୍ଟା ବିତିବା ପରେ ମଧ୍ୟ ଉଦ୍ଧାର କାର୍ଯ୍ୟ ପୂରା ହୋଇପାରି ନାହିଁ । ଏବେବି ୧୫ ଜଣ ଲୋକେ ରୋପ-ୱେ ଟ୍ରଲିରେ ଅଟକି ରହିଛନ୍ତି । ଉଦ୍ଧାର କାର୍ୟ୍ୟ ସମୟରେ ବାୟୁସେନାର ହେଲିକପ୍ଟରକୁ ଧରିବାକୁ ଉଦ୍ୟମ କରୁଥିବା ଜଣେ…