୧୫ ବରିଷ୍ଠ ସାଧାରଣ ସମ୍ପାଦକ ନିଯୁକ୍ତ କଲା ବିଜୁ ଜନତା ଦଳ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୫ ବରିଷ୍ଠ ସାଧାରଣ ସମ୍ପାଦକ ନିଯୁକ୍ତ କଲା ବିଜୁ ଜନତା ଦଳ। ବରିଷ୍ଠ ସାଧାରଣ ସମ୍ପାଦକ ପଦରେ ନିଯୁକ୍ତି ପାଇଛନ୍ତି ନୃସିଂହ ସାହୁ, ଅଶୋକ ପଣ୍ଡା, କଲିକେଶ ସିଂଦେଓ, ପ୍ରୀତିରଞ୍ଜନ ଘଡେଇ, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ରୋହିତ ପୂଜାରୀ, ରବି ନାରାୟଣ ନନ୍ଦ,…