ଓଡ଼ିଶାର ୧୪ଜଣ ପାଇବେ ପୁଲିସ ପଦକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସାରାଦେଶରେ ସ୍ୱାଧୀନତା ଦିବସ ପାଳନ କରାଯିବାକୁ ଥିବା ବେଳେ ଏହାର ଅବ୍ୟବହିତ ପୂର୍ବରୁ ଦେଶର ସୁରକ୍ଷା ପାଇଁ କାମ କରୁଥିବା ପୁଲିସ କର୍ମଚାରୀଙ୍କୁ ସ୍ୱତନ୍ତ୍ର ପଦକ ପ୍ରଦାନ କରାଯାଇ ସମ୍ମାନିତ କରାଯିବ। ସମ୍ମାନିତ କରାଯିବାକୁ ଥିବା ପୁଲିସ କର୍ମଚାରୀଙ୍କ ସୂଚୀ…