କାଳିଆ ଯୋଜନା, ଦ୍ବିତୀୟ ପର୍ଯ୍ୟାୟରେ ୧୪ଲକ୍ଷ ଚାଷୀଙ୍କୁ ମିଳିବ ସହାୟତା, ବରଗଡ ଚାଷୀ ସମାବେଶରେ ଘୋଷଣା କଲେ…
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାଳିଆ ଯୋଜନାରେ ଚାଷୀ ଓ ଭୂମିହୀନ ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟ ସହାୟତା ଟଙ୍କା ମିଳିସାରିଛି । ଆଜିଠୁ ଦ୍ବିତୀୟ ପର୍ଯ୍ୟାୟରେ ୧୪ ଲକ୍ଷ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ । ଏ ନେଇ ଗୁରୁବାର ବରଗଡ଼ଠାରେ ଏକ କାଳିଆ ଚାଷୀ ମହାସମାବେଶର ଆୟୋଜନ କରାଯାଇଛି । ଏଥିରେ…