Browsing Tag

14 Killed

ବହୁତଳ ବିଶିଷ୍ଟ କୋଠାରେ ଭୟଙ୍କର ବିସ୍ଫୋରଣ; ୧୪ ମୃତ, ୧୦୦ରୁ ଅଧିକ ଆହତ

ଵାଂଲାଦେଶର ଢାକା ଅନ୍ତର୍ଗତ ଗୁଲିସ୍ତାନର ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଥିବା ଗୋଟିଏ ବହୁତଳ ବିଶିଷ୍ଟ କୋଠାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୦୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଧିକାଂଶ ଲୋକଙ୍କ ଅବସ୍ଥା ଗୁରୁତର ଥିବା…