Browsing Tag

14 killed in accident

ଘାଟି ରୁ ଖସିଲା ବସ୍‌: ୧୪ ମୃତ, ୯ ଆହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଋଷିକେଶ-ଗଙ୍ଗୋତ୍ରୀ ରାଜପଥ ର ସୂର୍ଯ୍ୟଧର ନିକଟରେ ଉତ୍ତରାଖଣ୍ଡ ପରିବହନ ନିଗମର ଏକ ବସ୍‌ ଆଜି ପ୍ରାୟ ୨୫୦ ମିଟର ଘାଟି ତଳକୁ ଖସି ପଡ଼ିଛି। ବସ୍‌ରେ ମୋଟ୍‌୨୫ ଜଣ ଯାତ୍ରୀ ଥିଲେ। ଏହି ଦୁର୍ଘଟଣା ରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି।…