ସୁକମାରେ ସୁରକ୍ଷାକର୍ମୀଙ୍କ କ୍ୟାମ୍ପ ଉପରେ ମାଓବାଦୀଙ୍କ ବଡ଼ ହମଲା, ୩ ଯବାନ ସହିଦ
ଛତିଶଗଡ଼ ସୁକମାରେ ମାଓବାଦୀଙ୍କ ବଡ଼ ହମଲା। ସୁକମା-ବିଜାପୁର ସୀମାରେ ଥିବା ଟେକାଲଗୁଡେମ କ୍ୟାମ୍ପରେ ଅତର୍କିତ ଆକ୍ରମଣ କରିଛନ୍ତି ମାଓବାଦୀ। ଏଥିରେ ୩ ଜଣ ଯବାନ ସହିଦ ହୋଇଛନ୍ତି। ଅନ୍ୟ ୧୪ ଜଣ ଯବାନ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜଗଦଲପୁରକୁ ଏୟାରଲିଫ୍ଟ କରାଯାଉଛି।
ଦିନକ ତଳେ…