୧୨ କୁକୁରଙ୍କୁ ମାରିଦେଲା ଜଳଖିଆ ଦୋକାନୀ !
ଚୌଦ୍ୱାର: ଜଳଖିଆରେ ବିଷ ଦେଇ କୁକୁରଙ୍କୁ ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ଏମିତି ୧୨ କୁକୁରଙ୍କୁ ଜଳଖିଆରେ ବିଷ ଦେଇ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି । ଆଜି ଗୋଟିଏ ଦିନରେ ୪ଟି କୁକୁରଙ୍କ ମୃତଦେହ ମିଳିଛି । ଏଭଳି ଅମାନବୀୟ ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗି ଚୌଦ୍ୱାର ବ୍ଲକ ଶଙ୍କରପୁର…