ବୁଡ଼ିଲା ପର୍ଯ୍ୟଟକ ମୋଟର ଲଞ୍ଚ, ୧୨ମୃତ, ୪୦ ନିଖୋଜ, ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଲକାନଗିରି ସୀମାରେ ପର୍ଯ୍ୟଟକ ମୋଟର ଲଞ୍ଚ ବୁଡ଼ି ଯାଇଛି । ପର୍ଯ୍ୟଟକ ମୋଟର ଲଞ୍ଚ ବୁଡ଼ିଯିବାରୁ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଯାତ୍ରୀ ନିଖୋଜ ଥିବା ସୂଚନା ମିଳିଛି । ଏହି ମୋଟର ଲଞ୍ଚରେ ୧୧ ଜଣ କର୍ମଚାରାରୀଙ୍କ ସହ ୫୦ଜଣ ଯାତ୍ରୀ ଥିଲେ । ଆନ୍ଧ୍ର…