ବିଧାୟକ ପ୍ରାର୍ଥୀଙ୍କ ସହ ବିଜେପି ଛାଡ଼ିଲେ ୧୨ ନେତା
ଯାଜପୁର ବିଜେପିକୁ ଶକ୍ତ ଝଟକା ଲାଗିଛି । ୨୦୧୯ରେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳିର ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ରମେଶ ଚନ୍ଦ୍ର ପରିଡ଼ା ଦଳ ଛାଡ଼ିଛନ୍ତି । ରମେଶଙ୍କ ସମେତ ବିଭିନ୍ନ ପଦ ପଦବୀରେ ଥିବା ଅନ୍ୟ ୧୧ ଜଣ ବିଜେପିକୁ ବାଏ ବାଏ କରିଛନ୍ତି । ଦଳର ବିଭିନ୍ନ ପଦ…