୭ ଦିନରେ ଦେଶ ଛାଡ଼ି ପଳାଇଲେଣି ୧୦ ଲକ୍ଷ ୟୁକ୍ରେନ୍ବାସୀ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ସପ୍ତାହ ଭିତରେ ଋଷର ଆକ୍ରମଣ ପରଠାରୁ ୟୁକ୍ରେନ ଛାଡି ପଳାଇଛନ୍ତି ୧ମିଲିୟନ ଲୋକ ଅର୍ଥାତ ୧୦ ଲକ୍ଷ ଲୋକ UNHCR ଗଣନା ଅନୁସାରେ ୟୁକ୍ରେନର ଜନସଂଖ୍ୟାର ୨ ପ୍ରତିଶତରୁ ଅଧିକ । ୨୦୨୦ ଶେଷରେ ବିଶ୍ୱ ବ୍ୟାଙ୍କ ଏହାର ଜନସଂଖ୍ୟାକୁ ୪୪ ଲକ୍ଷ ବୋଲି କହିଥିଲା ।
ମିଳିତ…