୧୦୧ ନୂଆ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଲେ ସରକାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ନୂତନ ଭାବେ ଚିହ୍ନଟ ୧୦୧ ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହି ୧୦୧ ଆକ୍ରାନ୍ତଙ୍କ ମଧ୍ୟରୁ ୯୦ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ସେହିପରି ୮ ଜଣ କଣ୍ଟେନ୍ମେଣ୍ଟ୍ ଜୋନ୍ରୁ ଚିହ୍ନଟ ହୋଇଥିବାବେଳେ ଆଉ ୩ଜଣ ଅନ୍ୟାନ୍ୟ ବର୍ଗରେ ରଖାଯାଇଛି।…