Browsing Tag

100 ft long boundary wall of Rama Devi Women’s University in Bhubaneswar collapses

ଭୁଶୁଡ଼ି ପଡିଲା ରମାଦେବୀ ବିଶ୍ଵବିଦ୍ୟାଳୟର ପାଚେରି

ରମାଦେବୀ ବିଶ୍ଵବିଦ୍ୟାଳୟର ପାଚେରି ଭୁଶୁଡ଼ି ଯାଇଛି। ପ୍ରାୟ ୧୦୦ ଫୁଟ ଲମ୍ବର ପାଚେରି ଭୁଶୁଡ଼ି ପଡ଼ିଛି। ଜନପଥ ପଟକୁ ରହିଥିବା ଏହି ପାଚେରି ଭୁଶୁଡ଼ି ବିଶ୍ୱବିଦ୍ୟାଳୟରେ ବଗିଚାରେ ପଡ଼ିଛି। ତେବେ ସୌଭାଗ୍ୟବଶତଃ ପାଚେରି ଭୁଶୁଡ଼ି ସମୟରେ ବଗିଚାରେ କେହି ନଥିଲେ। ତେଣୁ କେହି ହତାହତ ହୋଇ ନାହାନ୍ତି।…