Browsing Tag

10 rupees one chiken

କରୋନା ମାଡ କୁକୁଡ଼ା ଘାଇଲା, ୧୦ ଟଙ୍କାରେ ଗୋଟେ କୁକୁଡ଼ା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୦ ଟଙ୍କାରେ  ଗୋଟେ କୁକୁଡ଼ା।  କଥାଟି  ଗପଭଳି  ଲାଗୁଥିଲେ ମଧ୍ୟ ଏହା ସତ।  ପୁୁରୀ  ଜିଲ୍ଲା ନିମାପଡା ବଜାରରେ ଏଭଳି ଦେଖିବାକୁୁ  ମିଳିଛି। ଏଠାରେ ଗତକାଲି ଚାଷୀମାନେ ପ୍ରଥମେ କୁକୁଡ଼ା ଗୋଟାକୁ ୪୦ ଟଙ୍କା କରିଥିଲେ। ଏହା ଗ୍ରାହକଙ୍କୁ ଏତେଟା ଆକୃଷ୍ଟ କରି…