ସାଗଠନକୁ ମଜଭୁତ କରିବେ ୧୦ ବିଜେପି ନେତା, ପଢନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ଟିକେଟ ବଣ୍ଟନ ପରେ ସବୁ ଦଳରେ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେହି ଅସନ୍ତୁଷ୍ଟଙ୍କୁ ମନାଇବାକୁ ସବୁଦଳ ସେମାନଙ୍କ ଥଇଥାନ କରିବା ଆରମ୍ଭ କରିଦେଲେଣି । ବିଜେଡିରେ ଏହା ବହୁପୂର୍ବରୁ ଆରମ୍ଭ ହୋଇଯାଇଥିବା ବେଳେ ବିଜେପି ମଧ୍ୟ ସମାନ ଢଙ୍ଗରେ ଥଇଥାନ…