ଭୋଟରଙ୍କୁ ରିପୋର୍ଟ କାର୍ଡ ଦେବେ ସାଂସଦ ଅପରାଜିତା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୂଆ ବର୍ଷରେ ନୂଆ ସଙ୍କଳ୍ପ ସହ ନିଜ ଭୋଟରଙ୍କ ସମ୍ମୁଖକୁ ଆସିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଯେଉଁମାନେ ତାଙ୍କୁ ଭଲ ପାଇବା ଦେଇଛନ୍ତି, ଆସ୍ଥା ପ୍ରକଟ କରି ତାଙ୍କୁ ଜିତାଇଛନ୍ତି ଓ ତାଙ୍କ ସହ ଛିଡ଼ା ହୋଇଛନ୍ତି, ସେହି ନିର୍ବାଚନ ମଣ୍ଡଳବାସୀଙ୍କ ପ୍ରତି…