ସର୍ଦ୍ଦି ଓ କାଶ ସମସ୍ୟାରୁ ମୁକ୍ତି ପାଇବେ ? ଜାଣନ୍ତୁ ଏହାର ଘରୋଇ ଉପଚାର
ପ୍ରାଚୀନ କାଳରୁ ଘରୋଇ ଉପଚାରର ବିଧି ପ୍ରଚଳିତ ହୋଇ ଆସୁଛି । ଆଜି ବି ଲୋକେ ଥଣ୍ଡା କାଶ ଆଦି ହେଲେ ଡ଼ାକ୍ତରଙ୍କ ପାଖକୁ ନ ଯାଇ , ଘରୋଇ ଉପଚାରର ସାହାଯ୍ୟ ନେଇଥାନ୍ତି । ଏହାର ମୁଖ୍ୟ କାରଣ ଏୟା ଯେ , ଏଥିରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇନଥାଏ ଏବଂ ଏହା ଖୁବ୍ ପ୍ରଭାବଶାଳୀ ଓ ଏଥିରେ…