ଦଳବିରୋଧୀ କାର୍ଯ୍ୟ କାରଣରୁ ବିଜେପିର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜିଲ୍ଲା ସଭାପତିମାନଙ୍କ ସୁପାରିଶ ଏବଂ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ନିମ୍ନଲିଖିତ ସଦସ୍ୟଙ୍କୁ ପାର୍ଟୀରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ ।
ନାମ ଜିଲ୍ଲା
ଶ୍ରୀ ମଣ୍ଡଳ ଲୋକାନାଧମ (ସୁବାଷ), ଗଜପତି
ଶ୍ରୀ ନକୁଳ ସେନାପତି, ରାୟଗଡା
ଶ୍ରୀ ମିନକେତନ ହିକ୍କା, ରାୟଗଡା
ଶ୍ରୀ ରାମଚନ୍ଦ୍ର ବେହେରା , ପୁରୀ
ଶ୍ରୀ ସୁଶାନ୍ତ କୁମାର କାନୁନଗୋ, ପୁରୀ
ଶ୍ରୀ ବିଶ୍ୱଜିତ୍ ମହାନ୍ତି, ପୁରୀ
ସୁଶ୍ରୀ ବିଜୟଲକ୍ଷ୍ମୀ ତ୍ରିପାଠୀ, ପୁରୀ
ଶ୍ରୀ ଶାନ୍ତନୁ ଦଳାଇ, ପୁରୀ
ସୁଶ୍ରୀ ଶାନ୍ତିମୟୀ ଦଳାଇ, ପୁରୀ
ଶ୍ରୀ ଦେବାଶିଷ ଦାସ, କେନ୍ଦ୍ରାପଡା
ଶ୍ରୀମତୀ ରଶ୍ମିତା ଦାସ, କେନ୍ଦ୍ରାପଡା
ଶ୍ରୀ ଅଚିନ୍ତ ମାଇତି, କେନ୍ଦ୍ରାପଡା
ଶ୍ରୀମତୀ ଉଷାରାଣୀ ମିଶ୍ର, କେନ୍ଦ୍ରାପଡା
ଶ୍ରୀ ନାରାୟଣ ପ୍ରସାଦ ସ୍ୱାଇଁ, କେନ୍ଦ୍ରାପଡା
ଶ୍ରୀ ସନ୍ତୋଷ ଜେନା, କେନ୍ଦ୍ରାପଡା
ସୁଶ୍ରୀ ଶୃତିରେଖା ପାଣିଗ୍ରାହୀ , ବାଲେଶ୍ୱର
ସୁଶ୍ରୀ ଜୟନ୍ତୀ ଜେନା, ବାଲେଶ୍ୱର
ଶ୍ରୀମତୀ ମଞ୍ଜୁଲତା ସିଂହ, ବାଲେଶ୍ୱର
ଶ୍ରୀ ରାଜକିଶୋର ହାଁସଦା, ବାଲେଶ୍ୱର