କୋଭିଡ ଟିକା କୋଭୋଭ୍ୟାକ୍ସକୁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର ପାଇଁ ମିଳିଲା ଅନୁମତି

0

ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ (ଏସ୍‌ଆଇଆଇ) କୋଭିଡ ଟିକା କୋଭୋଭ୍ୟାକ୍ସକୁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରିବା ପାଇଁ ଡିସିିଜିଆଇର ଅନୁମତି ଲୋଡିଛି। ଏହି ଟିକାକୁ ବୁଷ୍ଟର ଭାବେ ପ୍ରାପ୍ତ ବୟସ୍କଙ୍କ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ। କୋଭିସିଲ୍ଡ ଓ କୋଭାକ୍ସିନର ଦୁଇଟି ଡୋଜ୍‌ ନେଇଥିବା ସମସ୍ତ ୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ କୋଭୋଭାକ୍ସକୁ ବୁଷ୍ଟର ଭାବେ ନେଇପାରିବେ। ଏଥିପାଇଁ ଡିସିିଜିଆଇକୁ ଅନୁମତି ମାଗିଛି ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ।

 

Leave a comment