ଓଡିଶା ପାଇଁ ୯୨୫୪ କୋଟିର ରେଳ ବଜେଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): 2022-23 ଆର୍ଥିକ ବର୍ଷର ବଜେଟ ଲୋକସଭାରେ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩୯ ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ ଘୋଷଣା କରିଛନ୍ତି । ଓଡିଶାକୁ ୯୨୫୪ କୋଟି ଟଙ୍କାର ରେଳ ବଟେଜ ରହିଛି । ତେବେ ଓଡିଶାର ରେଳବାଇର ବିଭିନ୍ନ ପ୍ରକଳ୍ପ ପାଇଁ ମଧ୍ୟ ଅର୍ଥ ବ୍ୟବସ୍ଥା କରାଯାଇଛି ।
ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପାଇଁ ୮୯୧ କୋଟି
ଅନୁଗୋଳ-ସୁକିନ୍ଦା ରେଳ ଲାଇନ ପାଇଁ ପାଇଁ ୪୭୫ କୋଟି
ହରିଦାସପୁର-ପାରାଦୀପ ରେଳ ଲାଇନ ପାଇଁ ୮୫ କୋଟି
ତାଳଚେର-ବିମଳାଗଡ ରେଳ ଲାଇନ ପାଇଁ ୨୫୦ କୋଟି
ଜୟପୁର-ମାଲକାନଗିର ରେଳ ଲାଇନ ପାଇଁ ୧୩.୮ କୋଟି
ଜୟପୁର-ନବରଙ୍ଗପୁର ରେଳ ଲାଇନ ପାଇଁ ୮୧ କୋଟି
ନୂଆପଡା-ଗୁଣପୁର-ଥେରୁବାଲି ରେଳ ଲାଇନ ପାଇଁ ୧୦ କୋଟି
ଖୋର୍ଦ୍ଧା-ବାରଙ୍ଗ ରେଳଲାଇନ ପାଇଁ ୧୬୪ କୋଟି
ସମ୍ବଲପୁର-ଟିଟଲାଗଡ ରେଳଲାଇନ ପାଇଁ ୭୯.୫ କୋଟି
ବାଂଶପାଣି-ଦୈତାରୀ-ତୋମକା-ଜଖାପୁର ରେଳଲାଇନ ପାଇଁ ୩୦୦ କୋଟିସମ୍ବଲପୁର ତାଳତେଲ ରେଳ ଲାଇନ ପାଇଁ ୧୭୨ .୫ କୋଟି

Leave a comment