ସ୍ନାନ ପୂର୍ଣ୍ଣିମାରେ ଗଜପତି କରିବେନି ଛେରା ପହଁରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଚଳିତବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ଗଜପତି ମହାରାଜା ଛେରା ପହଁରା କରିବେନି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗଜପତି ମହାରାଜା ନୀତି କରିବେନି ବୋଲି ଜଣାପଡ଼ିଛି। ଗଜପତିଙ୍କ ପ୍ରତିନିଧି ଭାବେ ମୂଦିରତ ଛେରା ପହଁରା ନୀତି ସମ୍ପାଦନ କରିବେ। ଗଜପତି ମହାରାଜଙ୍କ କାର୍ଯ୍ୟାଳୟ ପକ୍ଷରୁ ସଚିବ ଏହି ସୂଚନା ପ୍ରଦାନ କରିଛନ୍ତି।

Leave a comment