ରାବଣ ନାରୀ ମାନଙ୍କ ବିଷୟରେ କହିଥିଲେ ଏହି ୩ କଟୁ କଥା, ଖରାପ ଲାଗିଲେ ବି ସତ

0

ବନ୍ଧୁଗଣ ରାବଣ ରାମାୟଣ ର ଏକ ପ୍ରମୁଖ ଚରିତ୍ର ଅଟନ୍ତି । ରାବଣ ଲଙ୍କା ର ରାଜା ଥିଲା । ସେ ନିଜର ଦଶ ମସ୍ତକ ପାଇଁ ମଧ୍ୟ ପରିଚିତ ଥିଲା । ଶାସ୍ତ୍ର ଅନୁସାରେ ରାବଣ ମହାପଣ୍ଡିତ ଏବଂ ମହାଜ୍ଞାନୀ ଥିଲେ ।ଯାହାକୁ ସବୁ କଥା ର ସୂଚନା ଥିଲା । ରାବଣ ଏତେ ଜ୍ଞାନୀ ଥିଲା ଯେ, ତାକୁ ଆଗରୁ ଜଣା ପଡିଯାଉଥିଲା କି ଭବିଷ୍ୟତ ରେ କଣ ଘଟିବାକୁ ଯାଉଛି । ରାବଣ ନିଜର ଅନେକ ଗୁଣ ପାଇଁ ମଧ୍ୟ ପରିଚିତ ଥିଲା । ରାବଣ ରାକ୍ଷ-ସ ଥିଲା ସତ୍ୟ କିନ୍ତୁ ମାତା ସୀତାଙ୍କ ଅ-ପ-ହ-ର-ଣ ସେ ନିଜର ମର୍ଯ୍ୟାଦା ରେ ରହି କରିଥିଲା । ରାବଣ ର ଭୁଲ ଏହା ଥିଲା କି ସେ ନିଜର ଅ-ମ-ର ଓ ନିଜର ସୁନାର ଲଙ୍କା କୁ ନେଇ ଅତ୍ୟନ୍ତ ଅ-ହ-ଙ୍କା-ରୀ ହୋଇଯାଇଥିଲା ଏବଂ ସ୍ୱ-ୟଂ ହିଁ ନିଜ ବି-ନା-ଶ ର କାରଣ ସାଜିଥିଲା । ମହାଜ୍ଞାନୀ ରାବଣ ନାରୀ ମାନଙ୍କ ସମ୍ବନ୍ଧରେ ଏଭଳି ୪ଟି କଥା କହିଥିଲେ ଯାହା ବର୍ତ୍ତମାନ ସତ ହେଉଛି । ଏହି କଥା ଗୁଡ଼ିକ କଟୁ ଅଟେ କିନ୍ତୁ ସତ୍ୟ ଅଟେ । ତେବେ ଆସନ୍ତୁ ଏହି ସ-ମ୍ବ-ନ୍ଧ-ରେ ବିସ୍ତାର ରୂପରେ ଜାଣିବା ।

୧- ବନ୍ଧୁଗଣ ପ୍ରଥମ ରେ ହେଉଛି, ମହିଳା ମାନଙ୍କ ର ଲା-ଳ-ସା । ରାବଣ ମ-ରି-ବା ପୂର୍ବରୁ ଏହା କହିଥିଲେ ଯେ, ନାରୀ ମାନେ ବହୁତ ସ୍ୱା-ର୍ଥ-ପ-ର ହୋଇଥାନ୍ତି ଏବଂ ନିଜର ସ୍ୱା-ର୍ଥ କୁ ହାସଲ କରିବା ପାଇଁ ସେମାନେ କିଛିବି କରିପାରିବେ । ଏଥିପାଇଁ ତାଙ୍କୁ ଧୋ-କା ଦେବାକୁ ପଡିଲେ ମଧ୍ୟ ସେ ସଂ-କୋ-ଚ କରନ୍ତି ନାହିଁ ।

୨- ବନ୍ଧୁଗଣ ଦ୍ୱିତୀୟ ରେ ହେଉଛି ଯେ, ମୃ-ତ୍ୟୁ ପୂର୍ବରୁ ରାବଣ ଏହା କହିଥିଲା ଯେ, ନାରୀ ମାନେ ନିଜର କହିଥିବା କୌଣସି କଥା କୁ ସ୍ୱୀକାର କରନ୍ତି ନାହିଁ । ସେଥିପାଇଁ ଏମାନେ କେବେବି ସତ୍ୟ କୁହନ୍ତି ନାହିଁ । ସେଥିପାଇଁ ସେମାନଙ୍କ ସହିତ ଭାବିଚିନ୍ତି ମିଶିବା ଉଚିତ । ନାରୀ ମାନେ କଥା କୁ ଏପଟ ସେପଟ ମଧ୍ୟ କରିଥାନ୍ତି ଏବଂ ଦୁଇ ଜଣଙ୍କ ମଧ୍ୟ ରେ ଝ-ଗ-ଡା ବି କରେଇ ଦେଇଥାନ୍ତି ।

୩- ବନ୍ଧୁଗଣ ତୃତୀୟ ରେ ହେଉଛି, ରାବଣ ମ-ରି-ବା ପୂର୍ବରୁ ଏହା କହିଥିଲା ଯେ, ନାରୀ ମାନଙ୍କ ପେଟରେ କୌଣସି ବି କଥା ରହି ପାରିବ ନାହିଁ । ସେ ଯେତେ ନିଜର ହେଲେ ମଧ୍ୟ ତାଙ୍କ ଗୋ-ପ-ନ କଥା କୁ କେବେ ଲୁ-ଚେ-ଇ ରଖି ପାରନ୍ତି ନାହିଁ । ସେଥିପାଇଁ କୌଣସି ନାରୀ ଉପରେ ଅଧିକ ବିଶ୍ୱାସ କରିବା ଉଚିତ ନୁହେଁ । ନାରୀ ମାନେ ବି-ନା-ଶ ର କାରଣ ମଧ୍ୟ ସାଜିଥାନ୍ତି ।

Leave a comment