ପଢନ୍ତୁ କରୋନା ପେସେଣ୍ଟ ନମ୍ବର ୪୯ ଓ ୫୦ କେଉଁ ମାମଲା ସହ ଜଡିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ଚିହ୍ନଟ ହୋଇଥିବା ୨କରୋନା ପଜେଟିଭଙ୍କ ସମ୍ପର୍କ ଭୁବନେଶ୍ୱର ୟୁନିଟ-୪ ମଧୁସୂଦନ ନାଗର କରୋନା ପଜେଟିଭ ସହ ରହିଥିବା ସୂଚନା ଓ ଲୋକସମ୍ପର୍କ (I&PR) ବିଭାଗ ସବିଶେଷ ତଥ୍ୟ ପ୍ରଦାନ କରିଛି ।

ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଅନୁଯାୟୀ, ପେସେଣ୍ଟ ନମ୍ବର ୪୯ ଓ ୫୦ ଉଭୟ ପୁରୁଷ ହୋଇଥିବା ବେଳେ ଜଣକ ବୟସ ୩୫ ବର୍ଷ ଓ ଅନ୍ୟ ଜଣେ ୨୩ ବର୍ଷୀୟ । ଉଭୟ ପଜିଟିଭଙ୍କ ସଂସ୍ପର୍ଶରେ ଅନ୍ୟ କେଉଁ ମାନେ ଆସିଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରହିଛି ।

 

Leave a comment