ନବୀନ ଗଢିଲେ ନୂତନ ମିଡିଆ ଟିମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନବୀନ ଗଢିଲେ ନୂତନ ଗଣମାଧ୍ୟମ ଟିମ । ବଦଳିଲେ ପୁରୁଣା ଟିମ । ଏହି ନୂତନ ଟିମ ଗଣମାଧ୍ୟମ ସାମ୍ନାରେ ନିଜ ଦଳର ଆଭିମୁଖ୍ୟ ରଖିବେ । ବିଭିନ୍ନ ତର୍କ ବିତର୍କରେ ଭାଗନେବା ସହ ନିଜ ସରକାରଙ୍କ ପକ୍ଷ ରଖିବେ ।

ଏହି ନୂତନ ତାଲିକା ଅନୁଯାୟୀ : ମିଡ଼ିଆ କୋର୍ଡ଼ିନେଟର ଭାବେ ଡକ୍ଟର ସମ୍ବିତ ମହାପାତ୍ରଙ୍କୁ ନିଯୁକ୍ତ କରାଯାଇଥିବା ବେଳେ

୧. ଜାତୀୟସ୍ତରର ମୁଖପାତ୍ର ଭାବେ:

* ସାଂସଦ ପୀନାକି ମିଶ୍ର
* ସାଂସଦ ଅନୁଭବ ମହାନ୍ତି
* ସାଂସଦ ଅମର ପଟ୍ଟନାୟକ
* ସାଂସଦ ସସ୍ମିତ ପାତ୍ର
* ସତ୍ୟନାରାୟଣ ସାହଙ୍କୁ ନିଯୁକ୍ତ କରାଯାଇଛି ।

୨. ମୁଖପାତ୍ର ଭାବେ:

* ବିଧାୟକ ପ୍ରତାପ କେଶରୀ ଦେବ
* ବିଧାୟକ ଦେବୀ ପ୍ରସାଦ ମିଶ୍ର
* ସାଂସଦ ପ୍ରଶାନ୍ତ ନନ୍ଦ
* ସାଂସଦ ରମେଶ ଚନ୍ଦ୍ର ମାଝୀ
* ବିଧାୟକ ବ୍ୟୋମୋକେଶ ରାୟ
* ସୁବାଷ ଚୌହାନ
* ସୁବାସ ସିଂ
* ଆକାଶ ଦାସନାୟକ
* ଅନୁଭବ ପଟ୍ଟନାୟକ
* ଲେନିନ ମହାନ୍ତି
* ସୁଲତା ଦେଓ
* ଲୋପାମୁଦ୍ରା ବକ୍ସିପାତ୍ର
* ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧାମିଶ୍ର
* ଭରଦ୍ୱାଜ ମିଶ୍ରଙ୍କୁ ନିଯୁକ୍ତ କରାଯାଇଛି ।

୩. ପ୍ୟାନେଲିଷ୍ଟ ଭାବେ :

* ମିହିର ମହାନ୍ତି
* ସନ୍ତୋଷ ଲେଙ୍କା
* ବିଶ୍ୱଜିତ ମହାନ୍ତି
* ସଞ୍ଜୟ ସାହୁ
* ହରିଶ ଚୌଧୁରୀ
* ତପନ ଦାସ
* ଦୁର୍ଗା ସାମନ୍ତରାୟ
* ପ୍ରିୟବ୍ରତ ମାଝୀ
* ଚକ୍ରଧର ଦାସ
* ଓମ ପ୍ରକାଶ ସାହୁଙ୍କୁ ନିଯୁକ୍ତ କରାଯାଇଛି ।

Leave a comment