ନନ୍ଦନକାନନ ବଟାନିକାଲ୍ ଗାର୍ଡେନରେ ନିଆଁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନନ୍ଦନକାନନ ବଟାନିକାଲ୍ ଗାର୍ଡେନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବା ଲାଗି ୨ଟି ଦମକଳ ନିୟୋଜିତ ହୋଇଛି। ଅଗ୍ନିକାଣ୍ଡ ଯୋଗୁ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଭୋଜି କରୁଥିବା ସମୟରେ ଭୋଜି ପିଣ୍ଡିରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

Leave a comment