ବଡ ଭାଇକୁ ପିଟି ପିଟି ହତ୍ୟା କଲା ସାନ ଭାଇ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ବନ୍ଦଲ ଗାଁରେ ଘଟିଛି ଛାତିଥରା ଦୃଶ୍ୟ । ବଡ ଭାଇକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି ସାନ ଭାଇ । ପ୍ରକାଶ ଯେ, ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ବନ୍ଦଲ ଗାଁରେ ହତ୍ୟାକାଣ୍ଡ । ପାରିବାରିକ ଅଶାନ୍ତିରୁ ବଡ ଭାଇକୁ ଠେଙ୍ଗାରେ ପିଟି ସାନ ଭାଇ ହତ୍ୟା କରିଛି । ସାନ ଭାଇ ତା ନିଜ ଇଚ୍ଛାରେ ବିବାହ କରିଥିବାରୁ ତାଙ୍କ ପରିବାର ଲୋକେ ବାରଣ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ôଚ ହତ୍ୟାକାରୀ ସାନ ଭାଇକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ।

Leave a comment