ମୋଦି ଓବିସି ବର୍ଗର ନୁହଁନ୍ତି, ପଛୁଆବର୍ଗ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି:ରାହୁଲ

0

ଝାରସୁଗୁଡାରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା । ବେସପାହାଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ । ପ୍ରଧାନମନ୍ତ୍ରୀ ମୋଦି ଓବିସି ବର୍ଗର ହୋଇନଥିବା କହିଲେ ରାହୁଲ । ମୋଦି ଜେନେରାଲ କାଷ୍ଟରେ ଜନ୍ମ ଗ୍ରହଣ କରିଥିଲେ । ପରେ ଗୁଜୁରାଟ ସରକାର ତାଙ୍କୁ ଓବିସି ଅନ୍ତର୍ଭୁକ୍ତ କରିଥିଲା ।

ପଛୁଆବର୍ଗ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ପ୍ରଧାନମନ୍ତ୍ରୀ । ଓଡିଶାରେ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଲୁଟୁଛନ୍ତି । ଓଡିଶାରେ ଯୁବପିଢିଙ୍କୁ ନିଯକ୍ତି ମିଳୁନାହିଁ । ପଟ୍ରୋଲ ଓ ଖଦ୍ୟ ସାମଗ୍ରି ଦର ବଢୁଛି ଫରକ ପଡୁନି ।

Leave a comment