ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନବରଙ୍ଗପୁର ପାପଡ଼ାହାଣ୍ଡି ଅଞ୍ଚଳରୁ ପୁଣି ଏକ ଲଜ୍ୟା ଜନକ ଘଟଣା ସମ୍ନାକୁ ଆସିଛି । ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
Related Posts
ସୂଚନା ଅନୁଯାୟୀ, ନବରଙ୍ଗପୁର ପାପଡ଼ାହାଣ୍ଡି ଅଞ୍ଚଳର ଘୁଷୁରାମାରୁଗୁଡ଼ା ଗାଁ ଜଣେ ସପ୍ତମ ଶ୍ରେଣୀ ନାବାଳିକାଙ୍କୁ ବିବାହ କରିବାର ପ୍ରତିଶୃତି ଦେଇ ରାଜୀବ ମାଝି ନାମକ ଜଣେ ଯୁବକ ଦୈହିକ ସଂପର୍କ ସ୍ଥାପନ କରି ଥିବା ପରିବାର ଲୋକଙ୍କ ପକ୍ଷ ଅଭିଯୋଗ ହୋଇଛି । ଅଭିଯୋଗ କୁ ଭିତ୍ତି କରି ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଉଭୟଙ୍କୁ ଡାକ୍ତରୀ ମାଇନା ଲାଗି ପଠାଇଛନ୍ତି ।