ଯଦି ଆପଣଙ୍କର ରାତି ୩ ଟା ରେ ଭାଙ୍ଗି ଯାଉଛି ନିଦ ତେବେ ହୋଇ ଯାଆନ୍ତୁ ସତର୍କ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ, ପ୍ରାୟ ବ୍ୟକ୍ତିଙ୍କ ନିଦ ରାତିରେ ଶୋଇବା ସମୟରେ ଏକ ନିର୍ଦ୍ଧିଷ୍ଟ ସମୟରେ ଭାଙ୍ଗି ଯାଇଥାଏ। ସେହି ବ୍ୟକ୍ତି ମାନେ ରାତିରେ ହଠାତ କୌଣସି କାରଣ ରୁ ଅଥବା ଚମକି ପଡ଼ି ରାତିର ଏକ ନିର୍ଦ୍ଦିଷ୍ଟ ସମୟରେ ଉଠି ପଡ଼ନ୍ତି। ବନ୍ଧୁଗଣ ଏହା ଯଦି ଆପଣଙ୍କ ସହ ମଧ୍ୟ ହେଉଛି ଏବଂ ଗୋଟିଏ ଦିନ ବା ଦୁଇ ଦିନ ନୁହେଁ ଏହିପରି ଯଦି ପ୍ରତ୍ୟେକ ଦିନ ଆପଣଙ୍କ ସହ ହେଉଛି ତେବେ ବନ୍ଧୁଗଣ ଏହାର ଅର୍ଥ ଭଗବାନ ଆପଣଂକୁ କୌଣସି ସଂକେତ ଦେବାକୁ ଚାହୁଁଛନ୍ତି ଏବଂ ସେଥିପାଇଁ ରାତିର ଏକ ନିର୍ଦ୍ଦିଷ୍ଟ ସମୟରେ ଆପଣଙ୍କ ନିଦ ଭାଙ୍ଗି ଯାଉଛି। ବନ୍ଧୁଗଣ କିଛି ବ୍ୟକ୍ତି ଏପରି ଅଛନ୍ତି ଯେଉଁମାନଙ୍କ ରାତିରେ ଅନିଦ୍ରା ରହିବାର ଅଭ୍ୟାସ ରହିଛି ।
ତେବେ ଆଜି ଆମେ ଆପଣଂକୁ ଯେଉଁ ସମ୍ବନ୍ଧରେ କହିବାକୁ ଯାଉଛୁ ତାହା କେବଳ ସେହି ବ୍ୟକ୍ତି ଙ୍କ ପାଇଁ ଯେଉଁ ମାନଙ୍କ ନିଦ ରାତି ରେ ଏକ ନିର୍ଦ୍ଦିଷ୍ଟ ସମୟରେ ଭାଙ୍ଗି ଯାଇଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ କହିବୁ ରାତି ସମୟରେ ୧ ରୁ ୩ ଘଟିକା ମଧ୍ୟରେ ନିଦ କଣ ପାଇଁ ଭାଂଗିଥାଏ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ରାତିର ୧ଘଟିକା ରୁ ନେଇ ୩ଘଟିକା ମଧ୍ୟରେ ନିଦ ଭାଙ୍ଗିଲେ ଭଗବାନ ଆପଣଂକୁ କେଉଁ ସଂକେତ ଦେବାକୁ ଚାହୁଁଛନ୍ତି।
ବନ୍ଧୁଗଣ ଯଦି ଆପଣଙ୍କ ନିଦ ରାତି ୧ ରୁ ୩ ଘଟିକା ମଧ୍ୟରେ ଭାଙ୍ଗୁଛି ତେବେ ଏହାର ଅର୍ଥ ଆପଣଙ୍କ ଭାବନାତ୍ମକ ରୂପରେ ନିରାଶା ଆଡ଼କୁ କରୁଛି। ତେଣୁ ଆପଙ୍କ ପବିତ୍ର ଜପ କରନ୍ତୁ ଏବଂ ଭଗବାନ ଙ୍କ ଆଗରେ ନିଜ ଦୋଷ ସ୍ୱୀକାର କରିବାର କ୍ଷମତା ରଖନ୍ତୁ ଏବଂ କ୍ଷମା ପ୍ରାର୍ଥନା କରନ୍ତୁ।ଏହା କରିବା ଦ୍ୱାରା ଆପଣ ଏହି ସମସ୍ୟା ରୁ ବଞ୍ଚି ପାରିବେ।
ପ୍ରତିଦିନ ରାତି ସମୟର ୧ ରୁ ୩ ଘଟିକା ମଧ୍ୟରେ ନିଦ ଭାଙ୍ଗିବା ଦ୍ୱାରା ଏହାର ଅର୍ଥ ଆପଣଙ୍କ ମନରେ ରାଗ ର ସଂଚାର ହେଉଛି ଏବଂ ଆପଣଙ୍କ ମନ ଅଶାନ୍ତ ରହୁଛି। ଏହି ସଂକେତ ଭଗବାନ ଆପଣଂକୁ ଦେବା ନିମନ୍ତେ ଆପଣଙ୍କର ରାତିରେ ଏହି ସମୟରେ ନିଦ ଭାଙ୍ଗିଥାନ୍ତି।
ଏହାର ଅର୍ଥ ଆପଣଙ୍କ ଚାରିପାଖରେ ଥିବା ନକରାତ୍ମକ ଶକ୍ତି ଆପଣଙ୍କ ଚାରିପାଖରେ ଘୁରି ବୁଲୁଛନ୍ତି ଏବଂ ଭଗବାନ ଏହି ସଂକେତ ଦେବା ନିମନ୍ତେ ଆପଣଙ୍କ ନିଦ୍ରା କୁ ଭଙ୍ଗ କରିଥାନ୍ତି।ତେବେ ବନ୍ଧୁଗଣ ଆପଣ ସେହି ସମୟରେ ଉଠି ସାରିଲା ପରେ ଭଗବାନ ଙ୍କୁ ଧ୍ୟାନ କରନ୍ତୁ ଏବଂ ପରମାତ୍ମା ଙ୍କ ଆରାଧନା କରନ୍ତୁ।ଏପରି କରିବା ଦ୍ୱାରା ଆପଣଙ୍କ ଶରୀରରେ କୌଣସି ପ୍ରକାର ନକରାତ୍ମକ ଶକ୍ତି ପ୍ରବେଶ କରିପାରି ନଥାଏ ଏବଂ ସକାରାତ୍ମକ ଶକ୍ତି ର ସୃଷ୍ଟି ହୋଇଥାଏ।
ବନ୍ଧୁଗଣ ରାତିର ଏହି ସମୟ ନକରାତ୍ମକ ଶକ୍ତି ମାନଙ୍କ ସମୟ ଯଥା ତାନ୍ତ୍ରିକ ଙ୍କ ସମୟ ହୋଇଥାଏ। ଏହି ସମୟ ଅତ୍ୟନ୍ତ ଭୟଙ୍କର ହୋଇଥାଏ। ଏହି ସମୟରେ ଯଦି କେବେବି ଆପଣଙ୍କ ନିଦ ଭାଙ୍ଗୁଛି ତେବେ ତୁରନ୍ତ ଭଗବାନ ଙ୍କ ଆରାଧନା କରନ୍ତୁ ଏବଂ କେବେବି ଏହି ସମୟରେ ବାହାରକୁ ଯାଆନ୍ତୁ ନାହିଁ ଏବଂ ଖାସ କରି କୌଣସି ବଳି ଦିଆ ଯାଉଥିବା ସ୍ଥାନ କୁ ମଧ୍ୟ ଯାଆନ୍ତୁ ନାହିଁ।କାରଣ ଏହି ସମୟ ତାନ୍ତ୍ରିକ ମାନେ ଅତ୍ୟନ୍ତ ଶକ୍ତିଶାଳୀ ହୋଇ ଯାଇଥାନ୍ତି ଏବଂ ଏହି ସମୟରେ ସେ ନିଜେ ତନ୍ତ୍ର ସାଧନା କରିଥାନ୍ତି ଏବଂ ସେଥିରେ ସିଦ୍ଧି ପ୍ରାପ୍ତି କରିଥାନ୍ତି।
ବନ୍ଧୁଗଣ ଶାସ୍ତ୍ର ଅନୁସାରେ ୩ ସଂଖ୍ୟା କୁ ଅତ୍ୟନ୍ତ ଅଶୁଭ ବୋଲି ମାନି ନିଆଯାଇଥାଏ। ଏହି ସମୟ ଆମ ପାଇଁ ଅତ୍ୟନ୍ତ ଅଶୁଭ ଦାୟକ ହୋଇଥାଏ। ତେବେ ବନ୍ଧୁଗଣ ଯଦି ଆପଣଙ୍କ ନିଦ ମଧ୍ୟ ରାତିରେ ଏହି ସମୟରେ ଭାଙ୍ଗୁଛି ତେବେ ସାବଧାନ ରୁହନ୍ତୁ ଏବଂ ଭଗବାନ ଙ୍କ ଆରାଧନା କରନ୍ତୁ। ଭଗବାନ ଙ୍କ ଆରାଧନା କରିବା ଦ୍ୱାରା ଆପଣଙ୍କ ମଧ୍ୟରେ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିପାରି ନଥାଏ।