ସାମ୍ବାଦିକଙ୍କୁ ଆକ୍ରମଣ : ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୧ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯାଜପୁର ବିଝାଂରପୁର ବ୍ଲକ୍ ବାଛୋଳ ଗ୍ରାମରେ ସାମ୍ବାଦିକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୧ ଜଣ ଗିରଫ କରିଛି ପୋଲିସ । ଏ ନେଇ ଆଜି ଯାଜପୁର ଏସପି ସୂଚନା ଦେଇଛନ୍ତି । ଏହାସହ ରାଜନୈତିକ ହିଂସା ଓ ବିଶୃଙ୍ଖଳା କରିଥିବା ଅଭିଯୋଗରେ ୪୨ ଜଣ ଗିରଫ ହୋଇଥିବା ସୂଚନା । ଆଗାମୀ ଚତୁର୍ଥ ଓ ପଂଚମ ପର୍ଯ୍ୟାୟ ନିର୍ବାଚନ ଲାଗି ବ୍ୟାପକ ଫୋର୍ସ ମୁତୟନ କରାଯିବ ବୋଲି ଯାଜପୁର ଏସପି ରାହୁଲ ପିଆର ପ୍ରକାଶ କରିଛନ୍ତି କହିଛନ୍ତି ।

Leave a comment