କର୍ପୋରେଟରଙ୍କ ମିଟିଂ ଭତ୍ତା ବୃଦ୍ଧି

0

ବିଏମ୍‌ସି କର୍ପୋରେଟରଙ୍କ ମିଟିଂ ଭତ୍ତା ବୃଦ୍ଧି । କର୍ପୋରେଟରଙ୍କ ଭତ୍ତା ୭୦୦ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି । କର୍ପୋରେସନ ମିଟିଂ ପିଛା କର୍ପୋରେଟରଙ୍କୁ ୧୦ ହଜାର ଟଙ୍କା ମିଳିବ । ମେୟର ୫୦ ହଜାର, ଡେପୁଟି ମେୟର ୨୫ ହଜାର ପାଇବେ । ସୂଚନା ଦେଲେ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ।

Leave a comment