ମନ୍ତ୍ରୀ ନୁହେଁ ମେ ହୁଁ ଡ଼ନ, ମନ୍ତ୍ରୀଙ୍କ ମୁହଁ ଫୁଟାଣି, ଦେଖନ୍ତୁ ଭିଡ଼ିଓ

0

[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form]

ମନ୍ତ୍ରୀ ନୁହେଁ ମେ ହୁଁ ଡ଼ନ, ମନ୍ତ୍ରୀଙ୍କ ମୁହଁ ଫୁଟାଣି

ମନ୍ତ୍ରୀ ପଦ କେତେ ସମ୍ବେଦନଶୀଳ ତାକୁ ଭୁଲି ଗଲେ

କବାଲି ଗୀତରେ ଟଙ୍କା ଉଡାଇଲେ, ସଚେତନତା ର ଜ୍ଞାନ ବାଣ୍ଟିଲେ

 

ଭୁଲ କରି ସମ୍ବାଦିକ ଙ୍କୁ ଓଲଟା ପାଠ ପଢ଼ାଇଲେ ମନ୍ତ୍ରୀ ଶାରଦା ନାୟକ

ଗତ ଦୁଇଦିନ ହେବ ମନ୍ତ୍ରୀ ଶାରଦା ନାୟକଙ୍କ ଏକ ଭିଡ଼ିଓ ଭାଇରଲ ହୋଇଛି । ଯାହାକୁ ନେଇ ମନ୍ତ୍ରୀ ଚିଇଁକି ଉଠିଛନ୍ତି । ସମ୍ବାଦିକଙ୍କୁ ଆହୁରି ସଚେତନ ହେବା ଦରକାର ବୋଲି ଜ୍ଞାନ ଦେଲେ । କାରଣ ମନ୍ତ୍ରୀ ସେ ଭିଡ଼ିଓ ରେ ଏକ ଉତ୍ସବ ରେ ଯୋଗଦେଇ କବାଲି ଗୀତରେ ଟଙ୍କା ଉଡ଼ାଉଥିବା ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ଟଙ୍କା ଥାଳି ଗାୟକ ଙ୍କ ମୁଣ୍ଡରେ ଢାଲୁଥିବା ଦେଖିବାକୁ ମିଳୁଛି ।

ଏହି ଭିଡ଼ିଓ କୁ କିଛି ଗଣମାଧ୍ୟମ ପରିବେଷଣ କରିଥିଲେ । ଯାହାକୁ ନେଇ ମନ୍ତ୍ରୀ ଶାରଦା ନାୟଙ୍କ ମୁହଁ ଫୁଟାଣି ଦେଖେଇ ନିଜ ଦୋଷ ଘୋଉଡାଇ ସାମ୍ବାଦିକ ଙ୍କୁ ସଚେତନତା ର ଜ୍ଞାନ ବାଣ୍ଟିଲେ । ଆଉ ସଫେଇ ଦେଇ କହିଲେ, ” ସାମ୍ବାଦିକ ମାନେ ଅଧିକ ସଚେତନ ହେବା କଥା ସମାଜର ବାସ୍ତବିକ ସମସ୍ୟା କୁ ନେଇକି ।

Leave a comment