ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର

0

ଦର୍ଶନ ପାଇଁ ଭକ୍ତଙ୍କ ନିମନ୍ତେ ଖୋଲିବ ଗୁଣ୍ଡିଚା ମନ୍ଦିର । ଏ ନେଇ ପରିଚାଳନା କମିଟି କୈଠକରେ ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ।

ସାଧାରଣ ଭକ୍ତ ମାନେ ଯେମିତି ଦର୍ଶନ କରିପାରିବେ , ସେ ନେଇ ବ୍ୟବସ୍ଥା ହେବ ।ଦର୍ଶନ ପାଇଁ ରତ୍ନସିଂହାସନ ପାଖରେ ବ୍ୟାରିକେଡ ଲଗାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ରୋଷଘର ପାଖକୁ ଯେମିତି ଭକ୍ତ ଯାଇ ନ ପାରିବେ , ସେଥିପାଇଁ ବ୍ୟାରିକେଡ ଲଗାଯିବ ।

Leave a comment