ଦୂତୀଙ୍କ ନୂଆ ରେକର୍ଡ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ୧୦୦ମିଟର ଦୌଡରେ ଦୂତୀ ଚାନ୍ଦଙ୍କ ନୂଆ ଜାତୀୟ ରେକର୍ଡ । ଆଜି ସେ ନିଜ ପୂର୍ବ ଜାତୀୟ ରେକର୍ଡକୁ ଭାଙ୍ଗିବା ସହିତ ୧୦୦ ମିଟର ୌଡ଼ରେ ନୂଆ ସଫଳତା ପାଇଛନ୍ତି । ମାତ୍ର ୧୧.୧୭ ସେକେଣ୍ଡରେ ଦୂତୀ ୧୦୦ ମିଟର ଅତିକ୍ରମ କରି ନିଜ ରେକର୍ଡକୁ ନିଜେ ହିଁ ଭାଙ୍ଗିଛନ୍ତି । ସେପଟେ ମାତ୍ର .୦୦୨ ସେକେଣ୍ଡ ପାଇଁ ଭାରତର ଏହି ଦ୍ରୁତ ଟୋକିଓ ଅଲିମ୍ପିକ୍ସରୁ ବାଦ୍‌ ପଡିଛନ୍ତି ।

Leave a comment