ଶ୍ରାବଣ ମାସରେ ଭୁଲରେ କରନ୍ତୁ ନାହିଁ ଜିନିଷ ଦାନ

ଶ୍ରାବଣ ମାସରେ ଏହି ଜିନିଷର ଦାନ କରିବା ଉଚିତ ନୁହେଁ। ଏହା ଦ୍ବାରା ପାପ ଲାଗିଥାଏ। ଦାନ କରିବା ଆବଶ୍ୟକ ଅଟେ। ଦାନ ନ କରିଲେ ଆପଣଙ୍କର ଭଲ ହେବ ନାହିଁ କି ଭୋକିଲା ପ୍ରାଣୀର ବି ଭଲ ହେବ ନାହିଁ। ଦାନ କରିବା ଜୀବନରେ ସେତିକି ଆବଶ୍ୟକ ଯେତିକି କାର୍ଯ୍ୟ କରୁଛନ୍ତି। ଶାସ୍ତ୍ର ଅନୁସାରେ ଜୀବନରେ ୨ ଥର ଗୁପ୍ତ ଦାନ କରିବା ଉଚିତ। ଏହା ଦ୍ବାରା ନର୍କକୁ ଯିବାକୁ ପଡିନଥାଏ। ଏହା ଆପଣଙ୍କ ପାଇଁ ବହୁତ ଶୁଭ ମାନାଯାଏ କିନ୍ତୁ ଏମିତି କିଛି ଜିନିଷ ଅଛି ଯାହାର ଦାନ କରିବା ଉଚିତ ନୁହେଁ। ଭଗବାନ ଶିବ କହୁଛନ୍ତି ଏମିତି କିଛି ଜିନିଷ ଅଛି ଯାହାର ଦାନ କରିବା ଉଚିତ ନୁହେଁ। ଆସନ୍ତୁ ଜାଣିବା ଶିବ ପୁରାଣ ଅନୁସାରେ କେଉଁ ଜିନିଷର ଦାନ କରିବା ଉଚିତ ନୁହେଁ।
ଲୁଣର ଦାନ: ସୋମବାର ଦିନ ଲୁଣର ଦାନ କରିଲେ ଦୁର୍ଭାଗ୍ୟ ଗରିବୀ ଏବଂ ସମସ୍ୟା ଆସିନଥାଏ। ଲୁଣ ଦାନ କରିଲେ ସମସ୍ତ ଦୁର୍ଭାଗ୍ୟ ଦୂର ହୋଇଥାଏ।
ଗୁଡ଼ର ଦାନ: ଏହାର ଦାନ କରିଲେ ଆପଣଙ୍କ ସମ୍ପର୍କ ମଧୁର ହୋଇଥାଏ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କ୍ଳେଶ ଦୂର ହୋଇଥାଏ। ସୋମବାର ଦିନ ଭଗବାନ ଶିବଙ୍କୁ ଗୁଡ଼ର ଦାନ ଅବଶ୍ୟ କରନ୍ତୁ। ଗୁଡ଼ ଏବଂ ରୋଟି ଗାଈକୁ ଖୁଆଇଲେ ବି ଆପଣଙ୍କ ସମ୍ପର୍କରେ ମଧୁରତା ଆସିଥାଏ। ମା ଲକ୍ଷ୍ମୀଙ୍କ ପ୍ରାପ୍ତି ହୋଇଥାଏ।
ତିଳ ଦାନ: ଶିବ ମହାପୁରାଣରେ ଉଲ୍ଲେଖ ଅଛି ତିଳର ଦାନ କରିଲେ ବ୍ୟକ୍ତିର ଆତ୍ମବିଶ୍ବାସ ବିଚଳିତ ହେଉଥିଲେ ତାହା ଠିକ ହୋଇଯିବ। କେବେ କେବେ ଦେଖିଥିବେ ବ୍ୟକ୍ତି ବହୁତ ଜ୍ଞାନୀ ହେବା ପରେ ମଧ୍ୟ ତାର ଆତ୍ମବିଶ୍ବାସ ତାର ସାଥ ଦେଇନଥାଏ କେବେ କେବେ ପିଲାମାନେ ଭଲ ପାଠ ପଢିବା ସତେ ମଧ୍ୟ ଯେବେ ଇଣ୍ଟରଭ୍ୟୁରେ ଯାଇଥାନ୍ତି ତାଙ୍କର ଆତ୍ମବିଶ୍ବାସ ତାଙ୍କର ସାଥ ଦେଇନଥାଏ। ଜାଣିବା ପରେ ବି ସେଠାରୁ ସେମାନେ ଫେରି ଆସିଥାନ୍ତି ତ ଏପରି ସ୍ଥିତିରେ ସୋମବାର ଦିନ ତିଳର ଦାନ କରନ୍ତୁ।
ଅନ୍ନର ଦାନ: ଏହାର ଦାନ କରିଲେ ମା ଲକ୍ଷ୍ମୀ କେବେବି ଆପଣଙ୍କ ଭଣ୍ଡାର ଖାଲି ରଖିନଥାନ୍ତି। ଧନ ସମ୍ପତ୍ତି ଭରି ରହିବ। ଗାଈକୁ ରୋଟି ସହିତ ଗୁଡ଼ ଖୁଆଇଲେ ଅନେକ ହଜାର ଗୁଣା ପୁଣ୍ୟ ପ୍ରାପ୍ତ ହୋଇଥାଏ।