ମାହିଙ୍କ ପାହାଡୀ ଲୁକ୍‌

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ଭାରତୀୟ କ୍ରିକେଟର ପୂର୍ବତନ ଅôଧନାୟକ ମହେନ୍ଦ୍ର ସିଂହ ଧୋନୀ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଧୋନୀ ଏବେ ହିମାଚଳ ପ୍ରଦେଶରେ ଛୁଟି କଟାଉଛନ୍ତି । ହେଲେ ଏହି ସମୟରେ ମାହିଙ୍କୁ ଏବେ ନୂଆ ଲୁକରେ ଦେଖିବାକୁ ମିଳୁଛି । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହିଲ୍ସର ରାଣୀ ଶିମଲାରେ ପହଞ୍ଚିବା ପରେ ଧୋନି ଶିମଲାର ବାଇପାସ୍‌ ରୋଡରେ କାନଲୋଗରେ ରହିଛନ୍ତି । ତାଙ୍କ ସାଥିରେ ପତ୍ନୀ ସାକ୍ଷୀ ଏବଂ ଝିଅ ଜିଭା ମଧ୍ୟ ତାଙ୍କ ସହିତ ଅଛନ୍ତି ।

Leave a comment