ଓଡ଼ିଶାରେ କରୋନା ସଂଖ୍ୟା କମିଛି: ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଆଜି କରୋନା ସ୍ଥିତି ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ସେ କହିଛନ୍ତି, ଏହା ଏକ ଶୁଭ ଲକ୍ଷଣ । ଯେଉଁମାନେ ଭଲ କାମ କରୁଛନ୍ତି ତାଙ୍କୁ ସାଧୁବାଦ ଜଣାଇଛନ୍ତି । ଏହାସହ ଘରୋଇ ନିର୍ଯାତନା ଉପରେ ମଧ୍ୟ ନଜର ରଖିଛନ୍ତି । ଲକଡ଼।ଉନ ସମୟରେ ଯେପରି ଘରୋଇ ହିଂସା ସୃଷ୍ଟି ନହୁଏ ସେଥିପାଇଁ ନଜର ରଖିବାକୁ ଡିଜିପିଙ୍କୁ ନିର୍ଦେଶ ଦେଇଛନ୍ତି ।

Leave a comment